ଭିଜିଲାସନ୍ସ ଯାଲରେ ସିଡିପିଓ

ଜୟପୁର,(ଓ୍ବାଇଏନ୍ଏସ୍):ଭିଜିଲାନ୍ସ ଜାଲରେ ସିଡିପିଓ, କୋରାପୁଟ ଜିଲ୍ଲା ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର ଏକ ଲକ୍ଷ ୭୫ ହଜାର ଟଙ୍କା ଲଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି | ଅଙ୍ଗନବାଡି କେନ୍ଦ୍ରର କିଟ ବଣ୍ଟନ ର ବିଲ କରିବା ପାଇଁ ସପ୍ଲାଇରଙ୍କ ଠାରୁ ଟଙ୍କା ନେବାବେଳେ ଧରପଡିଛନ୍ତି| ଭିଜିଲାନ୍ସ ଟିମ ସିଡିପିଓଙ୍କ ଅଫିସ ସହ ନିଜ ବାସଭବନ ସେମିଳିଗୁଡ଼ାରେ ତଦନ୍ତ କରିବେ ବୋଲି ସୂଚନା ମିଳିଛି । ତାଙ୍କ ଘର ଓ ଅଫିସ ରେ ଛୋଡଉ ଜାରି ରହିଥିବା ବେଳେ ଗତ ଦିନ ରେ ବି ତାଙ୍କ ବିରୋଧରେ ଆୟବହୁତ ସମ୍ପତି ଠୁଳ ମାମଲାରେ  ପୂର୍ବରୁ ମାମଲା ରହିଥିବା ଜୟପୁର ଏସ. ପି ଶଶୀ ଶେଖର ମହାପାତ୍ର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ