ଭିଭୋ ଭି-୧୭ପ୍ରୋ ସ୍ମାର୍ଟଫୋନ ବିକ୍ରି ଆରମ୍ଭ
ବିଶ୍ୱର ଅଭିନବ ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋ ର ନବୀନତନ ସଦସ୍ୟ ଭିଭୋ ଭି-୧୭ପ୍ରୋ ର ବିକ୍ରି ଆମାଜନ,ଫ୍ଲିପକାର୍ଟ, ଭିଭୋ ଇଣ୍ଡିଆ ଇ ଷ୍ଟୋର ଓ ସାରା ଦେଶର ସମସ୍ତ ଅଫଲାଇନ ଚ୍ୟାନେଲରେ ସେପ୍ଟେମ୍ବର ୨୭ ତାରିଖ ରେ ଆରମ୍ଭ ହେଉଛି । ଏହି ହ୍ୟାଣ୍ଡସେଟ ରେ ବିଶ୍ୱର ପ୍ରଥମ ଡୁଆଲ ପପ୍-ଅପ୍ ଫ୍ରଂଟ କ୍ୟାମେରା ସହ କ୍ୱାଡ ରିୟର କ୍ୟାମେରା ସେଟ୍ଅପ ଅର୍ଥାତ୍ ୬ଟି କ୍ୟାମେରା ସଂରଚଂନାର ଶୁଭାରମ୍ଭ ହୋଇଛି । ଭିଭୋ ଭି-୧୭ପ୍ରୋ ଗ୍ଲାସିଅର ଆଇସ୍ ଓ ମିଡନାଇଟ ଓସିନ ରଙ୍ଗରେ ୮ଜିବି ରାମ୍+୧୨୮ଜିବି ରାମ୍ ପିଚର ଥାଇ ଉପଲବ୍ଧ ହେଉଛି । ଏହି ସ୍ମାର୍ଟଫୋନର ମୁଲ୍ୟ ୨୯,୯୯୦ ଟଙ୍କା ରଖାଯାଇଛି ।
ଭିଭୋ ଭି-୧୭ପ୍ରୋ ବିଶ୍ୱର ପ୍ରଥମ ୩୨ ମେଗାପିକ୍ସେଲ୍ ଡୁଆଲ ପପ୍-ଅପ୍ କ୍ୟାମେରା, ୪୮ ମେଗାପିକ୍ସେଲ୍ ଏଆଇ କ୍ୱାଡ୍ ରିୟର କ୍ୟାମେରା, ସୁପର ମାଇକ୍ରୋ ମୋଡ, ୨ଙ୍ଘ ଅପଟିକାଲ ଜୁମ ଏବଂ ୧୦ଙ୍ଘ ଡିଜିଟାଲ ଜୁମ କ୍ଷମତା, ସୁପର ଏଏମ୍ଓଏଲ୍ଇଡି ଡିସପ୍ଲେ ଏବଂ ତ୍ରୁଟିହୀନ ପଦର୍ଶନକାରୀ ସ୍ମାର୍ଟଫୋନ ।


