ଭୁବନେଶ୍ୱର ର ପଳାଶୁଣୀ ନିକଟରେ ଏକ ବଡ ସଡ଼କ ଦୁର୍ଘଟଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ରାଜଧାନୀ ଭୁବନେଶ୍ୱର ର ପଳାଶୁଣୀ ନିକଟରେ ଏକ ମମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୁତ୍ୟୁ ଘଟିଛି ପଳାଶୁଣି ବସ ଷ୍ଟପେଜ ନିକଟରେ ଏହି ଦୁର୍ଘଟଣା ଘଟିଛି I କାର ଉପରକୁ ହାଇବା ଛାଡ଼ିଯିବାରୁ କାର ଚାଳକଙ୍କର ମୂତ୍ର୍ୟ ହୋଇଛି ଦୁର୍ଘଟଣା ସ୍ଥଳରେ ଉତେଜନା ଦେଖାଦେଇଛି I ସ୍ଥାନୀୟ ଜନସାଧାରଣ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ ଯାହା ଫଳରେ କିଛି ସମୟ ପାଇଁ ଯାନବାହାନ ଚଳାଚଳ ରେ ବାଧାପ୍ରାପ୍ତ ହେଇଥିଲା ଏହି ଖବର ପୋଲିସ ପାଇଁ ଘଟଣା ସ୍ଥଳରେ ରେ ପହଂଚି ଉତନ୍ତ ଜନସାଧାରଣ ଙ୍କୁ ବୁଝାସୁଝା କରୁଛି ଓ ପରିସ୍ଥିତି ଶାନ୍ତ ପଢ଼ିଥିଲା ଓ ପୋଲିସ ମୂତ୍ର୍ୟଦେହ ଦୁର୍ଘଟଣା ଗାଡି ସହ ଜବତ କରିଛି ତଦନ୍ତ କରୁଥିବା ଜଣାପଢ଼ିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ