ଭେଟଘାଟ ସମୟ ରେ ସାମାଜିକ ଦୂରତା ଭୁଲି ଗଲେ ପଂଚାୟତ ଜିଲ୍ଲାପାଳ

କଳାହାଣ୍ଡି,(ଓ୍ବାଇଏନ୍ଏସ୍):ବାମ୍ପ ନୂଆଖାଇ ଭେଟଘାଟ ସମୟ ରେ ସାମାଜିକ ଦୂରତା ଭୁଲି ଗଲେ ପଂଚାୟତ ଜିଲ୍ଲାପାଳ  (ସରପଞ୍ଚ )କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ଦାଦପୁର ଗ୍ରାମ ପଞ୍ଚାୟତ ଝିକିମିକି ଗ୍ରାମର ରାତିର ଘଟଣା ।ଏଠି ଲୋକ covid-୧୯ କୋରୋନା ଭାଇରସ୍ ଡର ରେ ଘରୁ ବାହାରୁ ନ ଥିବା ବେଳେ,ପ୍ରଶାସନ ତରଫ ରୁ ନୂଆଖାଇ ଭେଟଘଟ କୁ ବରଣ କରାଯାଇଛି ହେଲେ ଦାଦପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ମହାଷୟ ନିଯେ ଚିପ୍ ଗେଷ୍ଟ୍ ସାଜି, କାର୍ଯ୍ୟକ୍ରମ କୁ ପରିଚାଳନା କରୁଛନ୍ତି,ମାନିବାକୁ ପଡିବ ସରପଞ୍ଚ ମହାଷୟ ଙ୍କ ସାହାସ୍ କୁ ।ଏ ଘଟଣା ପରେ ଜନସାଧାରଣଙ୍କ ମନରେ ଭୟର ବାତାବରଣ ଦେଖା ଦେଇଛି ।ଜନସାଧାରଣ ଏ ଘଟଣାକୁ ଘୋର ନିନ୍ଦା କରୁଛନ୍ତି ଏବଂ ଏହା ପ୍ରତି ଦୃଢ଼ କାର୍ଯ୍ୟ|ନୁଷ୍ଠାନ ଗ୍ରହଣ ନକରାଗଲେ ଜନସାଧାରଣ ରେ ଅସାନ୍ତି ର ବାତାବରଣ ଦେଖାଦେବ ବୋଲି ଲୋକେ ଅସାନ୍ତି ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ