ମଦ ଜବତ , ୨ ଗିରଫ

ଯୋଡ଼ା (ଯୁଗାବ୍ଦ ନ୍ୟୁଜ) କେନ୍ଦୁଝର ଜିଲା ବାମେବାରୀ ଥାନା ପୋଲିସ ଚୋରା ମଦ କାରବାରରେ ରବିବାର ରାତିରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିବାଥିବା ବେଳେ ସେମାନଙ୍କଠାରୁ ୧୨ ଲିଟର ମହୁଲିମଦ ଜବତ କରିଛି । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ଆନ୍ତ୍ରାମାନ୍ତ୍ରା ଗ୍ରାମର କୃଷ୍ଣଚନ୍ଦ୍ର ପାତ୍ର ଚୋରା ମଦ ରଖି ବିକ୍ରି କରୁଥିବା ବେଳେ ପୋଲିସ ରବିବାର ରାତିରେ ଚଢାଉ କରି ତାଠାରୁ ୭ ଲିଟର ଦେଶୀ ମହୁଲିମଦ ଜବତ କରିଛି । ସେହିପରି ତାଡପାଣି ଗ୍ରାମର ଡାକ ହେସା ପାଖରୁ ୫ ଲିଟର ମହୁଲିମଦ ଜବତ କରିଛି । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ