ମନରେଗା ଶ୍ରମିକଙ୍କୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

ବନ୍ତ, (ଚାନ୍ଦିନୀ ମହାନ୍ତି) : ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ତରଫରୁ ବଡବର୍ଚ୍ଚିକୟାଁ ଗ୍ରାମ ପଞ୍ଚାୟତ ଅଧିନ ଆପ୍ତିରା ସଡଙ୍ଗି ଗ୍ରାମର ରାଜାପୋଖରୀ ଠାରେ କାର୍ଯ୍ୟରତ ମନରେଗା ଶ୍ରମିକ ମାନଙ୍କୁ ସାବୁନ୍‌ରେ ହାତ ଧୋଇବା, ସାମାଜିକ ଦୂରତା ଅବଲମ୍ବନ କରିବା, ମାସ୍କ ପିନ୍ଧିବା ଆଦି ବିଷୟରେ ସଚେତନତା କରାଯାଇଥିଲା । ସଂସ୍ଥାର କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ବିଷ୍ଣୁ ମୋହନ ଜେନା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଙ୍ଗୀତାରାଣୀ ପାଣିଗ୍ରାହୀ ଯୋଗ ଦେଇ ସଂସ୍ଥାର ନିଜସ୍ୱ ତିଆରି ମାସ୍କ ଶ୍ରମିକ ମାନଙ୍କୁ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ