ମର୍ତ୍ୟରେ ଦେବଶିଳ୍ପୀ ବିଶ୍ୱକର୍ମା

ହିଂଜିଳିକାଟୁ (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ବାରାହୀ ପାହାଡ଼ ପାଦଦେଶରେ ଅବସ୍ଥିତ ବିଶ୍ମକର୍ମା ମନ୍ଦିରରେ ପୂର୍ବଖଣ୍ଡ ତାଲୁକା ମହାରଣା କୂଳ ପକ୍ଷରୁ ହୋଇଯାଇଛି । ବିଧିପୂର୍ବକ ପୂଜା, ଆରାଧନା, ଭକ୍ତି, ସଙ୍ଗିତ, ସଂକୀର୍ତନ ମାଧ୍ୟମରେ ବିଶ୍ୱ ନିର୍ମାତା ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଆବାହାନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଅଜୟ କୁମାରେ ମହାରଣା, କୃଷ୍ଣଚନ୍ଦ୍ର ମହାରଣା, ତ୍ରିନାଥ ମହାରଣା, କୃଷ୍ଣ ମହାରଣା, ମନୋଜ ମହାରଣା, ଚିତରଂଜନ ମହାରଣା, ସିମାଂଚଳ ମହାରଣା,ଶଙ୍କର ମହାରଣା, ପ୍ରଭାତ ମହାରଣା ପ୍ରମୁଖ ଉପସ୍ଥିତ , ତାଲିମ ଅନୁଷ୍ଠାନ, ପୋଚିଲିମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସମେତ ବ୍ଳକ ଓ ପୌରାଂଚଳର ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡ଼ିକରେ ମହାଆଡ଼ମ୍ବର ସହକାରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ