ମହିଳା ମାନଙ୍କୁ ସଚେତନ କରିବା ପାଇଁ ଗୀତ ଗାଇଲେ ଗଜପତି ଏସପି
ଯୁଗାବ୍ଦ ନ୍ୟୁଜ -ସବୁବେଳେ ଚର୍ଚ୍ଚାରେ ରହୁଥିବା ଗଜପତି ଏସ ସାରା ଶର୍ମା ଏବେ ଗୀତ ଗାଉଥିବା ଭିଡିଓ ଭାଇରାଲ ହୋଇଛି । ସେ କହିଛନ୍ତି ମହିଳା ସୁରକ୍ଷା ପାଇଁ ହାଇଦ୍ରାବାଦ ଢାଞ୍ଚା ରେ କାମ କରିବ ଜିଲ୍ଲା ପରିଷଦ । ଏହାର ପ୍ରଚାର ଓ ପ୍ରସାର ପାଇଁ ଜନସଚେତନତା ସୃଷ୍ଟି କରିବା ଏହି ଗୀତ ର ମୂଳ ମାଧ୍ୟମ । ଏହି ଗୀତ ରେ ନିଜେ କଣ୍ଠ ଦାନ କରିଛନ୍ତି । ଆସନ୍ତା ୨୮ ତାରିଖରେ ଏହି ଟିମ ଗଜପତି ଜିଲ୍ଲା ରେ ପରୀକ୍ଷା ମୂଳକ ଭାବେ କାର୍ଯ୍ୟ କରିବ ।କୌଣସି ସ୍ଥାନ ରେ ମହିଳା ମାନେ ଯେ କୈଣସି ସମସ୍ୟାରେ ପଡିଲେ ଏହି ଟିମ କୁ ଯୋଗାଯୋଗ କଲେ ତୁରନ୍ତ ତାଙଅକ ପାଖରେ ପହଁଚି ସମସ୍ୟା ର ସମାଧାନ କରିବାକୁ ଚେଷ୍ଟା କରିବ ।


