ସୂଚନା ଓ ଲୋକସର୍ମ୍ପକ ବିଭାଗର ନିର୍ଦ୍ଧେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ କୃପାସିନ୍ଧୁ ମିଶ୍ର

ଯୁଗାଦ୍ଧ ନ୍ୟୁଜ -କର୍ମ କ୍ଷେତ୍ର ରେ ଏକାଗ୍ରତା ସମୟାନୁବତ୍ତିିୀତା , ଦାୟୀତ୍ୱବୋଧତା ଉପରେ ଗୁରୁତ୍ୱ ଦେଇ ସୂଚନା ଓ ଲୋକସର୍ମ୍ପକ ବିଭାଗର ନିର୍ଦ୍ଧେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କୃପାସିନ୍ଧୁ ମିଶ୍ର । ଦାୟୀତ୍ୱ ଗ୍ରହଣ ପରେ ସେ କହିଛନ୍ତି ଅଧିକାରୀ ମାନେ ସ୍ୱଚ୍ଚତା ଦକ୍ଷତା ଓ ସାଧୁତା ବଜାଇ ରଖିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟପକ୍ଷରେ ସୂଚନା ଓ ଲୋକ ସର୍ମ୍ପକ ବିଭାଗର ଉପଶାସନ ସଚିବ ଦୂର୍ଗା ପ୍ରସାଦ ମହାରଣା ଅତିରିକ୍ତ ନିର୍ଦ୍ଧେଶକ ନିରଞ୍ଜନ ସେଠୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ