ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟ ହାସଲ କରିବା ସହ ସାରା ରାଜ୍ୟ ଓ ଦେଶବାସୀଙ୍କ ପାଇଁ ମାଁ ବୁଢୀ ଠାକୁରାଣୀଙ୍କ ନିକଟରେଆର୍ଶ୍ରିବାଦ ପ୍ରାର୍ଥନା କରିଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକମାନଙ୍କ ସହ କଥା ହୋଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।