ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

କୋଣାର୍କ,(ଗଣେଷ ଚନ୍ଦ୍ର ବେହେରା ) : ମହଲାପଡା ଗ୍ରାମ ପଂଚାୟତର ବାତ୍ୟା ଆଶ୍ରୟସ୍ଥଳୀ ଠାରେ ସ୍ୱାଧିନତା ଦିବସ ଅବସରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଡକ୍ଟର କାଶୀନାଥ ତ୍ରୀପାଠୀ ମହଲପଡା ଗ୍ରାମର ୧୮୦ରୁ ରୋଗୀ ଙ୍କ ମାଗଣା ସ୍ୱାସ୍ୟ୍ଥ ଶିବିରରେ ପରୀକ୍ଷା କରିବା ସହ ମାଗଣା ମେଡିସିନ୍ ବିତରଣ କରାଯାଇଥିଲା ।ଏହି ସ୍ୱାସ୍ଥ ଶିବିରକୁ ମୁଖ୍ୟ ଅୟୋଜକ ରଞ୍ଜନ ନାୟକ (ଜୁବୁଲି ଭାଇ )ମୁଖ୍ୟ ସହଯୋଗୀ ବାବିନି ବିଶ୍ୱାଳ ,ସୁଜିତ ନାୟକ,ପିୟୁସ ପରିଡା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ