ମାର୍ଚ୍ଚ ୧୫ରୁ ଆରମ୍ଭ ହେବ ଓପିଏସ୍ ସି ପ୍ରିଲିମ୍ନାରି ପରୀକ୍ଷା
ଭୁବନେଶ୍ୱର- ୧୫୩ଟି ପଦବୀ ପାଇଁ ଆସନ୍ତା ମାର୍ଚ୍ଚ ୧୫ରେ ଅନୁଷ୍ଠିତ ହେବ ଓପିଏସ୍ ସି ପ୍ରିଲିମ୍ନାରି ପରୀକ୍ଷା । ଏନେଇ ଆବେଦନ କରିଥିବା ପ୍ରାର୍ଥୀମାନେ opsc.gov.in କୁ ଯାଇ ଅଧିକ ତଥ୍ୟ ନେଇପାରିବେ । କେଉଁ ପଦବୀ ପାଇଁ କେତେ ପୋଷ୍ଟ୍ ଆସନ୍ତୁ ଜାଣିବା
ଓଡ଼ିଶା ଆଡମିନଷ୍ଟ୍ରେଟିଭ ସର୍ଭିସ (ଓଏଏସ୍), ଗ୍ରୁପ-ଏ – ୩୦ ପଦବୀ, ଓଡ଼ିଶା ପୋଲିସ ସର୍ଭିସ (ଓପିଏସ୍), ଗ୍ରୁପ-ଏ – ୦୯ ପଦବୀ, ଓଡ଼ିଶା ଫାଇନାନ୍ସ ସର୍ଭିସ (ଓଏଫ୍ଏସ୍), ଗ୍ରୁପ-ଏ – ୦୭ ପଦବୀ, ଓଡ଼ିଶା କୋପରେଟିଭ ସର୍ଭିସ (ଓସିଏସ୍), ଗ୍ରୁପ-ବି – ୦୫ ପଦବୀ. ଓଡ଼ିଶା ରେଭେନ୍ୟୁ ସର୍ଭିସ (ଓଆର୍ଏସ୍), ଗ୍ରୁପ-ବି – ୮୨ ପଦବୀ,
ଓଡ଼ିଶା ଟେକ୍ସାସନ୍ ଓ ଆକାଉଣ୍ଟସ ସର୍ଭିସ, ଗ୍ରୁପ-ବି – ୨୦ ପଦବୀ ।