ଶ୍ରୀରାମ ଚରିତ ମାନସ ନବାନ୍ନ ପାରାୟଣ
ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ପବିତ୍ର ମାଘ ଉପଲକ୍ଷେ ଆରମ୍ଭ ହୋଇଥିବା ମାନସ ପାରାୟଣର ଷଷ୍ଠ ଦିନରେ ଲାଞ୍ଜିପଲ୍ଲୀ ଦିବ୍ୟ ଜୀବନ ସଂଘରେ ବୁରୁବାର ସକାଳେ ପାଦୁକା ପୂଜାପରେ ବ୍ୟାସ କପିଳେନ୍ଦ୍ର ପଣ୍ଡାଙ୍କ ଦ୍ୱାରା ପାରାୟଣ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ କୃଣ୍ଣ ଚନ୍ଦ୍ର ମିଶ୍ର,ପ୍ରବୋଧ କୁମାର ପାଢି,ଗୋପିନାଥ ଦୋରା ଙ୍କ ସହ ବହୁ ଭକ୍ତ ଉପସ୍ଥିତ ଥିଲେ ।


