ମାର୍ଚ୍ଚ ୩୧ପରେ ଅକାମୀ ହୋଇ ଯିବ ପ୍ୟାନକାର୍ଡ

ଯଦି ଆପଣ ଏବେ ପର‌୍ୟ୍ୟନ୍ତ ପ୍ୟାନକାର୍ଡ ସହିତ ଆଧାର କାର୍ଡକୁ ଲିଙ୍କ କରାଇନାହାଁନ୍ତି, ତେବେ ଜଲ୍ଦି କରିଦିଅନ୍ତୁ । ନଚେତ୍ ଆପଣଙ୍କ ପ୍ୟାନକାର୍ଡ ଅଚଳ ହୋଇଯିବ । ପ୍ୟାନ୍କାର୍ଡକୁ ଚାଲୁ ରଖିବା ପାଇଁ ମାର୍ଚ୍ଚ ୩୧ ତାରିଖ ଶୁଦ୍ଧା ଆଧାରକାର୍ଡ ସହିତ ଲିଙ୍କ କରିବାକୁ ପଡିବ ।
ଆଧାର କାର୍ଡ ଓ ପ୍ୟାନକାର୍ଡ ଲିଙ୍କ ହୋଇପାରିଲେ ହିଁ ଆୟକର ଟ୍ୟାକ୍ସ ରିଟର୍ଣ୍ଣ କରାଯାଇ ପାରିବ । ଶେଷ ତାରିଖ ସୁଦ୍ଧା ଯଦି ଆଧାରକାର୍ଡ ଓ ପ୍ୟାନକାର୍ଡ ଲିଙ୍କ ହୋଇନଥିବ ତେବେ ପ୍ୟାନକାର୍ଡ ଅକାମି ହୋଇଯିବ । ପ୍ୟାନକାର୍ଡ ସହିତ ଲିଙ୍କ କରିବା ପାଇଁ ଆପଣଙ୍କୁ ଆୟକର ବିଭାଗର ଅଫିସିଆଲ ୱେବସାଇଟ୍ ଙ୍ଗଙ୍ଗଙ୍ଗ.ସଦ୍ଭମକ୍ଟଜ୍ଞରଗ୍ଧବଙ୍ଘସଦ୍ଭୟସବରଲସକ୍ଷସଦ୍ଭଶ.ଶକ୍ଟଙ୍ଖ.ସଦ୍ଭ କୁ ଯିବାକୁ ପଡି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ