ମାଲକାନଗିରିରେ ରାଜ୍ୟପାଳ

(ଯୁଗାବ୍ଦ ନ୍ୟୁଜ) ମାଓ ଅଧିସ୍ଥିତ ଅଞ୍ଚଳ ମାଲକାନଗିରି ରେ ସୋମବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଣ୍ଡାକୁଡା ରେ ଥିବା ଏକଲବ୍ୟ ବିଦ୍ୟାଳୟ କୁ ପରିଦର୍ଶନ କରିଛନ୍ତି । ବିଦ୍ୟାଳୟ ପରିସରରେ ଗଣେଶ ବିଗ୍ରହ ମୂତ୍ତି କୁ ଉଦଘାଟନ କରିବା ପରେ କମ୍ପୁଟର ଲ୍ୟାବ ଓ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀ ଗୃହ ବୁଲିବା ସହିତ ଛାତ୍ରଛାତ୍ରୀ ମାନଙ୍କ ସହିତ କଥା ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ