ମା ଙ୍କୁ ଦେଲେ ଶେଷ ବିଦାୟ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ରମେଶ ଜେନା ତାଙ୍କ ମା ଙ୍କ ଅନ୍ତିମ ସଂସ୍କାର ରେ ସାମିଲ ହେବା ପାଇଁ ତାଙ୍କ ଓକିଲ ୧୫ ଦିନ ପାଇଁ ଆବେଦନ କରିଥିବା ବେଳେ ADJ (୩) ୧୩ ଦିନ ପାଇଁ ଆବେଦନକୁ ମଞ୍ଜୁର କରିଛନ୍ତି । ୨୨.୦୯.୨୦ ପର୍ଯ୍ୟନ୍ତ ବିଧାୟକ ରମେଶ ଜେନା ଵ୍ରହ୍ମପୁରରେ ରହିବେ । ବିଧାୟକଙ୍କ ବଡ଼ ଭାଇ ମହେଶ୍ୱର ଜେନା ମା ଙ୍କ ସମସ୍ତ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି ।