ମା’ ପାଇଁଗଛଟିଏକାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଚାର୍ଯ୍ୟ ବିହାରମହିଳାସମିତି ପକ୍ଷରୁମା’ ପାଇଁଗଛଟିଏକାର୍ଯ୍ୟକ୍ରମକରାଯାଇଥିଲା । ଏଥିରେରାଜନେତାଜଗନ୍ନାଥ ପ୍ରଧାନ, ସମାଜସେବୀବିବେକାନନ୍ଦ ବାରିକ, ଆମ୍ଲେଶ ଦାସ, ଶିଶିରମହାପାତ୍ର, ଜଗାବେହେରା, କୃଷ୍ଣଚନ୍ଦ୍ର ପୃଷ୍ଟି, ଆଚାର୍ଯ୍ୟ ବିହାରମହିଳାସମିତିରସଭାପତି ପୁଜାରିଣୀମହାନ୍ତି, ଉପସଭାପତିରୀତାମହାନ୍ତି, ସମ୍ପାଦିକାବବିତାମହାନ୍ତି, ସୁକାନ୍ତ ବାରିକ, ଲିଙ୍ଗାମାଝୀ, ଅମରେଶ ସାମନ୍ତ, ଝୁମରସ୍ୱାଇଁ ଓ ଅନ୍ୟ ବରିଷ୍ଠସଦସ୍ୟମାନେ ବୃକ୍ଷରୋପଣକାର୍ଯ୍ୟକ୍ରମରେଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ