ମା ଭାଗବତୀ ସଙ୍ଗୀତ କଳା ଏକାଡମୀ ପକ୍ଷରୁ ମାସିକ ସସ୍କୃତିକ କାର୍ଯ୍ୟକ୍ରମ
କୋଣାର୍କ(ଗଣେଶ ଚନ୍ଦ୍ର ବେହେରା) କୋଣାର୍କ ମାଧିପୁର ନିକଟରେ ମା ଭାଗବତୀ ସଙ୍ଗୀତ କଳା ଏକାଡମୀ ଦ୍ଵାରା ଶିଶୁ କଳାକାର ମାନଙ୍କୁ ନେଇ ଏକ ମାସିକ ସାଂସ୍କୁତିକ କାର୍ଯ୍ୟକ୍ରମ ପ୍ରତିଭା ପରିଚୟ ଅନୁଷ୍ଟିତ ହୋଇଯାଇଛି। ଅନୁଷ୍ଠାନ ର ଅଧକ୍ଷ ଗୁରୁ ରବି ରାଉତ,ଜ୍ୟୋତି ରଞ୍ଜନ, ନୃସିଂହ, ଯଇ ନାରାୟଣ,ଆଲୋକ ଏବଂ ପରିଚାଳନା ରେ କାଳି ପ୍ରସାଦ ପାଢି ଙ୍କ ଦ୍ଵାରା ପାରମ୍ପାରିକ ସଙ୍ଗୀତ ଓ ଯନ୍ତ୍ର ସଙ୍ଗୀତ ଛୋଟ କୁନି କଳାକାର ମାନଙ୍କୁ ନେଇ କଳା ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ସେମାନଂକୁ ଶିକ୍ଷା ଦେବା ସହ ପ୍ରତ୍ୟକ୍ ମାସର ସେସ ରବିବାର ସନ୍ଧ୍ୟା ରେ ସେମାନଂକୁ ପ୍ରତିଭା କୁ ପତି ପାଦିତ କରିବା ପାଇଁ ଗୁରୁ କାଲି ପ୍ରସାଦ ମତ ପ୍ରଦାନ କରିଛନ୍ତି।