ମା ର ମମତା
ମା ର ମମତା କରେ କଣ୍ଟା କୁ ବି ଫୁଲ ।
ମମତା ରେ ନାହିଁ ତାର ମୁଲ ଅମୁଲ ।
ମାର ମମତା କେତେ ମଧୁର ।
ସରେ ନାହିଁ ସେବା ଗଙ୍ଗାର ଧାର ।
ଥିଲେ ଥାଉ କେତେ ପାଖରେ ସୁନା ଅଳଙ୍କାର ।
ଉା ର ମମତା ନଥିଲେ ଲାଗେ ସେ ସବୁ ଅଙ୍ଗାର ।
ମା ତୁ ଏମିତି ହସୁଥା ଖୁସିରେ ସବୁଦିନିଆ ।
ତୋରି ମମତା ଏମିତି ଆମରି ଉପରେ ଅଜାଡି ଦେଉଥା ।
ମା ମମତା ରେ ନାହିଁ ଏତିକି ଟିକିଏ ଛଳନା ।
କରୁଥ୍ଧଶ ନିତି ଆମପାଇଁ ପୂଜାପାଠ ଇଶ୍ୱର ଙ୍କ ପାଖରେ ପ୍ରାର୍ଥନା ।


