ମା ଲକ୍ଷ୍ମଣଚଣ୍ଡୀ ଅଟୋ ମାଲିକ ସଂଘର ଶୁଭ ଉଦଘାଟନ

କୋଦଳା -କୋଦଳା ହନୁମାନ ବଜାରର ମା ଲକ୍ଷ୍ମଣଚଣ୍ଡୀ ଅଟୋ ମାଲିକ ସଂଘର ଶୁଭ ଉଦଘାଟନ କୋଦଳା ଥାନା ଭାରପ୍ରାପ୍ତ ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ଦ୍ୱାରା ହୋଇଯାଇଛି।ସଂଘର ସଭାପତି ସଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ୯୭ ଜଣ ଅଟୋ ମାଲିକ ଏକତ୍ରିତ ହୋଇ ଏହି ସଂଘ ଗଠନକରିଛନ୍ତି।ଲୋକମାନଙ୍କୁ ଉତ୍ତମ ସେବା, ଅଧିକରୁ ଅଧିକ କିପରି ଯୋଗାଇ ଦେଇ ହେବ ତାହାରି ଉପରେ ଶ୍ରୀ ସାହୁଙ୍କ ସହ ଆଲୋଚନା କରିଥିଲେ । ଟ୍ରାଫିକ ନିୟମକୁ ମାନି ଶାନ୍ତି ଶୃଙ୍ଖଳାର ସହ କିପରି ସଂଘ ଚାଲିବ ତା ଉପରେ ଗୁରୁତ୍ୱଆରୋପ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ