ମୁଖ୍ୟମନ୍ତ୍ରୀଙ୍କ କୁମ୍ଭୀର କାନ୍ଦଣା : ଧର୍ମେନ୍ଦ୍ର
ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଯେନା ହତ୍ୟାକାଣ୍ଡ ଘଟଣା କୁ ଧର୍ମେନ୍ଦ୍ର ଙ୍କ ନିନ୍ଦା ।ଏହା ଅତ୍ୟନ୍ତ ଦୁଖଃ ଦାୟକ ।ଏହା ବାଲଟ ର ସ୍ଥାନ ବୁଲେଟ ନୁହେଁ ।ଗଣତାନ୍ତ୍ରିକ ରେ ହିଂସା ର ସ୍ଥାନ ନାହିଁ ।ଏହାର ଜବାବ ଭୋଟ ମାଧ୍ୟମରେ ଦେବେ ।ଘଟଣାକୁ ୧୦ ଘଣ୍ଟା ବିତିଥିଲେ ଥିଲେ ମଧ୍ୟ ଏସପି ଘଟଣା ସ୍ତଳରେ ପହଞ୍ଚି ନାହାନ୍ତି ।ଏସପି ମାତ୍ର ୧କିମି ଦୂରରେ ରହୁଛନ୍ତି ।ନିର୍ବାଚନ ସମୟରେ ଏ ଘଟଣା ଚିନ୍ତା ଜନକ ।ଶାଶକ ଦଳ ବନ୍ଧୁକ ମୁନରେ ଜିତିବାକୁ ଛାହୁଁଛି ।
ମୁଖ୍ୟମନ୍ତ୍ରୀ ନିନ୍ଦା ଘଟଣା କୁ ଧର୍ମେନ୍ଦ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।


