କିଛି ନିଜାମୁଦ୍ଧିନ ଫେରନ୍ତା ମୁସଲମାନ ଗଞ୍ଜାମ ବ୍ଳକରେ ଥିବା ଆଶଙ୍କା କଲା ପ୍ରଶାସନ

ଗଞ୍ଜାମ : ଗଞ୍ଜାମ ବ୍ଳକ ଅଞ୍ଚଳରେ ରହି ଆସୁଥିବା କିଛି ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଘରେ ନିଜାମୁଦ୍ଧିନ ଧର୍ମ ସଭାରୁ ବାହାର ଅଂଚଳର କିଛି ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ସ୍ଥାନୀୟ ମୁସଲିମ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଥିବା ସନ୍ଦେହୟରେ ପ୍ରଶାସନ ଆଗୁଆ ସତର୍କ ଦୃଷ୍ଟି ଦେଇଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏଥିରେ ଭୈୟଭୀତ ହେବ କିଛି କାରଣ ନାହିଁ ଅଂଚଳରେ ଯଦି ଏପରି କିଛି ବ୍ୟକ୍ତି ଥିବା ସୁଚନା ପାଆନ୍ତି ଦେବେ ତୁରନ୍ତ ପ୍ରଶାସନକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି । ଏନେଇ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ ଶନିବାର ପୁବାହ୍ନନରେ ଲିଖିତ ଭବେ ସ୍ଥାନୀୟ ସରପଞ୍ଚ, ଗଣମାଧ୍ୟମ ପ୍ରତିନିଧି, ଅଙ୍ଗନାବାଡ଼ି କର୍ମୀ, ଓ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି । ଯଦି କିଛି ଅଜଣା ବ୍ୟକ୍ତି (ମୁସଲମାନ ସମ୍ପ୍ରଦାୟର) କିଛି ସ୍ଥାନୀୟ ମୁସିଲିମ ବ୍ୟକ୍ତିଙ୍କ ସମ୍ପର୍କୀୟ ଲୋକଙ୍କ ଘରେ ଥିବା କରାଯାଉଛି । ଏନେଇ ସୂଚନା ପାଇବା ମାତ୍ରେ ପ୍ରଶାସନ କୁ ଜଣାଇବାକୁ ଅନୁରୋଧ କରିଛନ୍ତି । ଏନେଇ ଏନଏସି ପ୍ରଶାସନକୁ ଖବର ଆସିବା ମାତ୍ରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସଙ୍କ ତ୍ୱତାବଧାନରେ କର୍ମଚାରୀ ଆନନ୍ଦ ବାରିକ, କାମେଶ୍ୱର ନାୟକ ସହରରେ ଥିବା ଏକ ମାତ୍ର ମସଜିଦକୁ ଦେଖିବାପାଇଁ ଯାଇଥିବା ବେଳେ ସେଠାରେ ଚାବିପଡ଼ିଥିବାରୁ ବାହାରେ ରହି ଅନୁଧ୍ୟାନ କରିଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ