ମୈାଲବୀଙ୍କ ପରଲୋକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ହଇସ୍କୁଲର ପୂର୍ବତନ ଉର୍ଦ୍ଧୁ ଶିକ୍ଷକ ତଥା ସହରର ଫକିରାବାଦର ମୈାଲନା ଅଲ୍ଲୀ ଆକବର ମିଫତାହୀ(୮୫)ଙ୍କର ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସହରରେ ଶୋକର ଛାୟା ଖେଳିଯଇଛି । ତାଙ୍କ ବିୟୋଗ ଖବର ପାଇ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତଙ୍କ ଫକିରାବଦ ସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତରାବି ନମାଜ ପରେ ଜନଜା କରାଯାଇ ସ୍ଥାନୀୟ କବରସ୍ଥାନରେ ତାଙ୍କୁ କବର ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ