ମୋଦୀ ପ୍ରଧାନମନ୍ତ୍ରୀ ହେବା ପାଇଁ ମହିଳାଙ୍କ ପ୍ରାର୍ଥନା

ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ୨୦୧୯ ବୈତରଣୀ ପାର ହୋଇ ପୁଣି ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ସୁରାଟର ମହିଳା ମାନେ ଯଜ୍ଞର ଆୟୋଜନ ଆରମ୍ଭ କରିଦେଇଛନ୍ତି । ଆୟୋଜକଙ୍କ କହିବା ଅନୁଯାୟୀ ସୁରାଟର କପୋଦରା ଅଂଚଳରେ ସିଦ୍ଧ କୁଟୀରର ତାପ୍ତୀ ନଦୀ ତଟରେ ୧୦୮ ଶନି ମହାଯଜ୍ଞ କରାଯାଇଛି । ପ୍ରଥମ ଦିନରେ ୫୦୦ ଶହରୁ ଉଦ୍ଧ୍ୱ ମହିଳା ସମାଗମ ହୋଇଥିଲେ । ଏହି ଯ ଦୁଇ ଦିନ ଧରି ଅନୁଷ୍ଠିତ ହେବ ବୋଲି କହିଛନ୍ତି ସ୍ୱୟଂସେବକ ସଙ୍ଗଠନ ନରେନ୍ଦ୍ରମୋଦୀ ବିଚାର ମଞ୍ଚର ସଚିବ ରେଖା ରାୱଲ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ