ମୋଦୀ ସବୁଠୁ ଆଗରେ
(ଯୁଗାବ୍ଦ ନ୍ୟୁଜ) ବଲିଉଡର ତିନକିଙ୍ଗ ଷ୍ଟାରଙ୍କୁ ପଛରେ ପକାଇ ଦେଶର ଚର୍ଚ୍ଚିତ ଓ ସବୁଠାରୁ ଲୋକପ୍ରି. ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀ । ନିଜର ଆଚରଣ ଓ ଉଚ୍ଚାରଣରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଦର୍ଶକମାନଙ୍କ ମହଲରେ । ଏହି ତାଲିକାର ଦ୍ୱିତୀୟରେ ଅଛନ୍ତି ଅମିତାଭ ବଚ୍ଚନା ବ୍ରିଟେନର ଏକ ଘରୋଇ ସଂସ୍ଥଆଦ୍ୱାରା କରାଯାଇଥିବା ଡାଟା ଆନାଲିସିସ ଅନୁସାରେ ଚଳିତ ବର୍ଷ ଦୁନିଆର ଟପ ୨୦ ଏଲିଜିବିଲ ପୁରୁଷ ଓ ମହିିଳାଙ୍କ ଲିଷ୍ଟ ପ୍ରକାଶ କରିଛି । ଏହି ଲିଷ୍ଟରେ ରାଜନେତାଙ୍କ ମଧ୍ୟରେ ଛଅ ନମ୍ବର ସ୍ଥାନରେ ରହିଛନ୍ତି ମୋଦୀ । ଅଭିନେତା ଶାହାରୁଖ ଖାନ , ଅମିତାଭ ବଚ୍ଚନ, ସଲମାନଖାନ ଏହି ଟପ ଟୋଣ୍ଟିରେ ସ୍ଥାନ ପାଇଛନ୍ତି । ଅନ୍ୟପଟେ ମହିଳା ମାନଙ୍କ ମଧ୍ୟରେ ଦିପିକା ପାଦୋକନ, ସୁସ୍ମିତା ସେନ, ପ୍ରିୟଙ୍କା ଚୋପ୍ରା, ଏହି ଟପ ଟୋଣ୍ଟିରେ ସ୍ଥାନ ପାଇଛନ୍ତି ।