ମୋହନାରେ ଜୁଆ ଆଡ୍ଡା ଚଢାଉ

ମୋହନା(ଯୁଗାବ୍ଦ ନ୍ୟୁଜ) : ମୋହନା ପୋଲିସ ର ବଡ ସଫଳତା , ମୋହନା ପାଣ୍ଡା ଛକ ନିକଟସ୍ଥ ଏକ ଘରେ ଯୁଆ ଆଡ୍ଡା ଚାଲିଥିବା ବେଳେ ପୋଲିସ ର ଅଚାନକ ଚଢାଉ, ୨୯ ଟି ମୋବାଇଲ ସହ ୨୫୭୨୩୦/- (ଦୁଇ ଲକ୍ଷ ସତାବନ ହଜାର ଦୁଇ ଶହ ତିରିଶି ଟଙ୍କା ) ଜବତ କରିବା ସହ ୩୯ ଜଣଙ୍କୁ ଗିରଫ କରିଛି ପୋଲିସ। ଗଜପତି ଏସ ପି ସାରା ଶର୍ମାଙ୍କ ନିର୍ଦ୍ଦେଶ ରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ରେଡ କରିଥିବା ସୁଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ