ମୋହନା ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜର ସିଞ୍ଚନ ପ୍ରକ୍ରିୟା ଆରମ୍ଭ

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ରେ କରୋନା ଜୀବାଣୁ ଭୁତାଣୁ ସଂକ୍ରମଣ ରୋକିବାକୁ ଏହାକୁ ନଷ୍ଟ କରିବା ପାଇଁ ବିଭିନ ପ୍ରୟାସ ଜାରି ରଖାଯାଇଛି ବିଭିନ୍ନ ସାହି ଗଳି ବଜାର ଘାଟରେ ବିଶୋଧନ ସ୍ପ୍ରେ କରା ଯାଉଛି ସେପରି ଆଜି ମୋହନା ସ୍ଥାନୀୟ ଅଗ୍ନିଶମ ବିଭାଗ ତରଫରୁ ମୋହନା ମେଡିକାଲ ଓ ବ୍ଲକ ରେ ଆଜି ଚାରିପଟ କିଟାଣୁକୁ ମାରିବା ପାଇଁ ଆଜି ବିଶୋଧନ ସ୍ପ୍ରେଏକ ଗାଡ଼ିରେ୨୭ଲିଟର ପାଣିରେ ମିଶାଇ ସ୍ପ୍ରେ କରାଯାଇଛି ଅଗ୍ନିଶମ ବିଭାଗ ଅଧିକାରୀ ତାରାକାନ୍ତ ମହାପାତ୍ର ଓ ତାଙ୍କ ଟିମ ନିୟୋଜିତ ଥିଲେ କାଲି ଥାନା,ପେଟ୍ରଲ ପମ୍ପ,ତହସିଲ ଅଫିସ ଆଦି ଜାଗାରେ ଏହି ସାନିଟାଇଜର ପକାଯିବ ବୋଲି ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ