ମୋହନା ଓ ପିଣ୍ଡିକିକୁ ଲୋକଡ଼ାଉନ ଘୋଷଣା ଜୁଲାଇ ୩୧ପର୍ଯ୍ୟନ୍ତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରେ କରୋନା ଆକ୍ରାନ୍ତ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି । ଏଥିରେ ସାଧାରଣ ଲୋକ ସହ କିଛି କରୋନା ଯୋଦ୍ଧା ଆକ୍ରାନ୍ତ ହାଇସାରିଲେଣି। ଏହାକୁ ଆଖିରେ ଆଗରେ ରଖି ଜିଲ୍ଲାର କିଛି ଜାଗାକୁ ଲୋକଡ଼ାଉନ ଘୋଷଣା କରିଛନ୍ତି ଜିଲ୍ଲା ପାଳ ଅନୁପମ ଶାହା ମୋହନା, ପିଣ୍ଡିକି,ଗୋଶାଣୀ ,ରା,ଉଦୟଗିରି,କାଶୀ ନଗର,ରାୟଗଡ଼ା,ନୂଆଗଡ଼ ଆଦି ଅଞ୍ଚଳ ରେ ଜୁଲାଇ ୩୧ପର୍ଯ୍ୟନ୍ତ ଲୋକଡ଼ାଉନ ଘୋଷଣା କରା ଯାଇଛି ।ଅତି ଆବଶ୍ୟକ ଦୋକାନ ସମୟ ସୀମା ଅନୁସାରେ ଖୁଲା ଯିବ ବୋଲି ଜିଲ୍ଲା ପାଳ କହିଛନ୍ତି