ମୋହନା ବ୍ଲକ ର ବିଭିନ ସୀମାନ୍ତରେ ବୁଲି ଦେଖିଲେ ଗଜପତିଜିଲ୍ଲାର ଏ ସ ପି
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା କୁ ଲାଗି ରହିଥିବା ଗଂଞ୍ଜାମ,ରାୟଗଡ଼ା, କନ୍ଧମାଳ ଆଦି ସୀମା ଗୁଡିକ ବୁଲି ଦେଖିଥିଲେ ଏସପିସାରା ଶର୍ମା, ପିଡ଼ି ମହେଶ ଚୌଧୁରି ଅଡିସନାଲ ପିଡ଼ି ସରଜବେହେରା,ଓ ପୋଲିସି ଅଧିକାରୀ ବିଡ଼ିଓ ବଂଶୀଧର ଖୁସଲା,ତସିଲିଦାରକଲ୍ୟାଣୀ ସଙ୍ଘମିତ୍ରା ଦେବୀ ସରକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ଥାନା ଅଧିକାରୀ ସୁଜିତ କୁମାର ନାୟକ ଆଲକରଞ୍ଜନ ସମେତ ବହୁ ଅଧିକାରୀ ପରିଦର୍ଶନ କରିଥିଲେ ଏଇ ସମୟରେ ବିରକୁଟ ପଞ୍ଚାୟତଅଡପଙ୍କାଗାଁ ରେ ଯାଇ ଲକଙ୍କୁ ପଚାରି ବୁଝିଥିଲେ ଚାଉଳ ଓ ଟଙ୍କା ମେଳିଛି କି ନାହିଁ ବୁଜିଥିଲେ ଲକଙ୍କୁ ସଚେତନ କରିଥିଲେ