ମୋହନା ମେଡିକାଲ ରେ ରକ୍ତ ନମୁନା ଟେଷ୍ଟ କୁ ମନା

ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ସରକାର ଗରିବ କଲ୍ୟାଣ ଯୋଜନା ରେ ରୋଗୀ ସେବାକୁ ଗୃତ ଦେଇ ପ୍ରତେକ ପରିବାର କୁ ନିଜ ପରିବାର ଭାବି ସ୍ଵାସ୍ତ୍ୟ କଲ୍ୟାଣ ବିଭାଗ ଦ୍ୱାରା ବିଭିନ୍ନ ଚିକିତ୍ସା ପାଇଁ ମାଗଣା ଔଷଧ ସହ ବିଭିନ୍ନ ପରୀକ୍ଷା ପାଇଁ ମାଗଣା ରକ୍ତ ନମୁନା ପରକ୍ଷା ଯନ୍ତ୍ର ଯୋଗାଇଛନ୍ତି କିନ୍ତୁ ସେ ସବୁ ମୋହନା ମେଡିକାଲ ରେ ବେପାର ପାଲଟିଛି କରଣ ଗତ ବର୍ଷ ମୋହନା ବ୍ଲକ ର ପ୍ରତେକଟି ପଂଚାୟତ ରେ ଛଟୋ ଶିଶୁ ଠାରୁ ବୈଜଷ୍ଟ ପଯନ୍ତ ଡେଙ୍ଗୁ ମେଲରିଆ ରେ ଆକ୍ରାନ୍ତ ହେଇ ଡେଙ୍ଗୁ ପରୀକ୍ଷା ପାଇଁ ଦଲାଲ ଙ୍କ ଦ୍ୱାରା ସୁସୋଣ ହେଇଥିଲେ ଆଉ ଅଞ୍ଚଳ ବାସି ବହୁ ଦାବି ପରେ ମୋହନା ମେଡିକାଲ କୁ ଆସିଥିଲା ସି ବି ସି ପରୀକ୍ଷା ମିସିନ ଆଉ ତାହା ଦ୍ୱାରା ଲୋକେ ମାଗଣା ସେବା ପାଇ ଉପକୃତ ହେଉଥିଲେ କିନ୍ତୁ କିଛି ମାସ ହେଲା ଏବେ ମୋହନା ମେଡିକାଲ ରେ ଡାକ୍ତର ଙ୍କ ଠାରୁ ନେଇ ରକ୍ତ ପରୀକ୍ଷା ପଯନ୍ତ ସୁଷଣ ଚାଲିଛି ଯାହା ଦ୍ୱାରା ରୋଗୀ ଜର ହେଲେ ପରୀକ୍ଷା ପାଇଁ ଡାକ୍ତର ଲେଖିଲେ ଏଠାରେ ରକ୍ତ ପରୀକ୍ଷା ମିସିନ ଖରାପ ଅଛି କହି ଫେରାଇ ଦିଅନ୍ତି ଆଉ ରୋଗ ତାଙ୍କ ପରିବାର ବାହାରେ ପରୀକ୍ଷା କରି ଶୋଷଣ ର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଗରିବ ଜନକଲ୍ୟାଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ତାହା ସବୁ ସୀମିତ କାଗଜ କଲମ ରେ ବର୍ତମାନ ଡେଙ୍ଗୁ ଭୟ ଜାରି ରହିଥିବା ବେଳେ ମୋହନା ମେଡିକାଲ ରେ ସି ବି ସି ପରୀକ୍ଷା ମିଶିନୀ ଭଳି ଅନେକ ପରୀକ୍ଷା ମିସିନ ଖରାପ ଦର୍ଶାଉଛନ୍ତି ଦୈତୀୟ ରେ ଥିବା କର୍ମୀ ତେଣୁ ଏଥି ପ୍ରତିତୁରନ୍ତ ଜିଲ୍ଲାପାଳ ପଦକ୍ଷପ ନେବା ଆବଶ୍ୟକ ବୋଲି ଅଞ୍ଚଳ ବାସି ଦାବି କରିଛନ୍ତି ସେଟିକିଏ ନୁହେଁ ସ୍ଥାଇ ମେଡିକାଲ ଅଧିକାରୀ ନଥିବାରୁ ଡାକ୍ତର ମାନେ ମନମୁଖୀ ଆସି ଯାନ୍ତି ମେଡିକାଲ ସୁବିଧା ବୁଝିବା ପାଇଁ କେହି ନାହାନ୍ତି ଆଦିବାସୀ ଆଦୁଷିତ ବ୍ଲକ ଏଠାରେ ପ୍ରତେକ ଦିନ ରୋଗୀ ନିଜ ଜୀବନ କୁ ସ୍ୱସ୍ତ କରିବା କୁ ଆସି ଅସୁରକ୍ଷିତ ମାନନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ