ମୋ ସମାଧାନ ଶିବିର

ଗଜପତି, (ତାରିଣୀ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ କେରାଡ଼ଙ୍ଗ ପଞ୍ଚାୟତ ବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଏକ ଭର୍ଚଆଲ ମୋଡ଼ରେ ମୋ ସମାଧାନ ଶିବିର ରେ ଗଜପତି ଜିଲ୍ଲାପାଳ ଶ୍ରୀ -ଲିଙ୍ଗରାଜ ପଣ୍ଡା ଅଧକ୍ଷ ତାରେ ଅନୁଷ୍ଠି ହୋଇଯାଇଛି lଏହି ଶିବିରରେ କେରାଡ଼ଙ୍ଗ ପଞ୍ଚାୟତ ବାସୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ lକେତେକ ସମସ୍ୟା ତୁରନ୍ତ ସମାଧାନ ତଥା ଫଏସଲା କରିଥିବାର ଜଣାପଡୁଛି l ଆଉ କେତକ ଗୋଷ୍ଠୀ ଗତ ସମସ୍ୟା ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ଏହି ଶିବିରରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରଙ୍କ ସମତେ କେରାଡ଼ଙ୍ଗ ପଞ୍ଚାୟତ ବାସି ଉପସ୍ଥିତ ରହି ସିଧା ସଳଖ ଆଲୋଚନା କରିବା ସହ ବ୍ୟକ୍ତି ଗତ ସମସ୍ୟା ସମାଧାନ ପାଇଁ ଆଲୋଚନାରେ ସାମିଲଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ