ଯାଜପୁର ବାର୍ ଆସୋସିଏସନର ପଂନି ପାଇଁ ସହାୟତା

ଯାଜପୁର, (ଯୁଗାବ୍ଦ ନ୍ୟୁଜ) : ବାତ୍ୟା ପଂନି କ୍ଷତିଗ୍ରସ୍ତଙ୍କ ପାଇଁ ଯାଜପୁର ବାର୍ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠକୁ ୮ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଚ୍ଥି । ଶୁକ୍ରବାର ଅପରାହ୍ନରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସଙ୍କୁ ବାର୍ ଆସୋସିଏସନର ସଭାପତି ପ୍ରପୁଂଲ କୁମାର ସାମଲ , ସଂପାଦକ ରଂଜିତ ଧଳ, ଊପସଭାପତି ବିପ୍ଳବ କୁମାର ତ୍ରିପାଠୀ, ବିରୁପାକ୍ଷ ପାଢୀ, ସତ୍ୟ ପ୍ରକାଶ ବେହୁରିଆ ପ୍ରମୁଖ ଏହି ୮ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏଥିରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ପ୍ରମୁଖ ଊପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ