ରଜ ଅବସରରେ ମୁଖ୍ୟମନ୍ତ୍ର ଙ୍କ ଶୁଭେଚ୍ଚା

ରଜ ପାଇଁ ଉତ୍ସବ ମୁଖର ଗାଁ ଠୁ ସହର । ଏହି ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୟିୁଟର ଜରିଆରେ ଓଡିଶା ବାସୀ ଙ୍କୁ ଶୁଭ ଅଭିନନ୍ଦନ ଜଣାଇଛନ୍ତି । ନ୍ିଜ ପେଜ ରେ ସେ ଉଲ୍ଲେଖ କରିଛନ୍ତି ଯେ ଗଣ ଭିତ୍ତିକ ପର୍ବ ରଜ ଶୁଭେଚ୍ଚା ଶୁଭକାମନା ଆଣିଦେଉ ପ୍ରତି ଟି ଓଡିଆ ଙ୍କ ମନରେ । ପରମ୍ପରା ଭିତ୍ତିକ ଏହି ପର୍ବ ସମାଜରେ ଅନନ୍ଦ ଉତ୍ସାହ ଭରି ଦେଉ । ପ୍ରଥମ ରଜ ପାଇଁ ଉତ୍ସବ ମୁଖର ହୋଇଛି ଉପକୂଳ ଓଡିଶା । ପାଗ ଟିକେ ଥଣ୍ଡା ଥିବାରୁ ରଜର ମହଲ କୁ କରିଛି ଦୁଇ ଗୁଣ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ