ଇଂଲଣ୍ଡ ଟସ ଜିତି ବୋଲିଂ ନିଷ୍ପତ୍ତି

ଇଂଲଣ୍ଡରେ ଚାଲିଛି ୨୦୧୯ ବିଶ୍ୱକପ ମହାସମାରୋହ । ଆଜି ଦୁଇ ଥରର ଚମ୍ପିୟାନ ୱେଷ୍ଟଉଣ୍ଡିଜ କୁ ଭେଟିିବ ଇଂଲଣ୍ଡ । ଏହି ମ୍ୟଚ ରେ ନୂଆ କିଛି କରିଦେଖାଇବା ପାଇଁ ଚାହିଁବ ଆୟୋଜକ ଇଂଲଣ୍ଡ ।ବର୍ତ୍ତମାନ ସୁଧା ଇଂଲଣ୍ଡ ୩ ଟି ମ୍ୟାଚ ଖେଳି ୨ ଟି ବିଜୟ ଗୋଟିଏ ପରାଜୟ ସହ ପଏଣ୍ଟ ଟେବୁଲ ର ୪ର୍ଥ ସ୍ଥାନରେ ରହିଛି । ଅନ୍ୟପଟେ ୱେଷ୍ଟଇଣ୍ଡିଜ ଗୋଟିଏ ପରାଜୟ ଗୋଟିଏ ବିଜୟ ଓ ୩ ପଏଣ୍ଟ ପାଇ ପଏଣ୍ଟ ଟେବୁଲ ର ଶ୍ରେଷ୍ଠ ସ୍ଥାନରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ