ରଥଦାଣ୍ଡ ଅସ୍ଥାୟୀ ପରିବା ହାଟକୁ ଜିଲ୍ଲାପାଳଙ୍କ ପରିଦର୍ଶନ

କେନ୍ଦ୍ରାପଡା : ଇଛାପୁରସ୍ଥିତ ରଥଦାଣ୍ଡରେ ଅସ୍ଥାୟୀ ଭାବରେ ଚାଲୁଥିବା ପରିବା ହାଟକୁ ଆଜି ଜିଲ୍ଲାପାଳ ସମର୍ଥ ବର୍ମା ପରିଦର୍ଶନ କରିବା ସହିତ ପରିବା ଦୋକାନୀମାନଙ୍କୁ ମାସ୍କ ପିନ୍ଧିବା,ସାମାଜିକ ଦ୍ୱରତା ଅବଲମ୍ବନ କରିବା,ଖରାରେ ବସି ବେପାର କରିବା ସମୟରେ ମୁଣ୍ଡ ଉପରେ ଛତା ରଖିବା ଓ ଆବଶ୍ୟକ ଅନୁଯାଇ ପାଣି ପିଇବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ପରିବା ବ୍ୟବସାୟୀ ଓ ଗ୍ରାହକମାନଙ୍କୁ ବୁଝାଇ ସଚେତନ କରିଥିଲେ । ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଔଷଧ ଦୋକାନ ବ୍ୟତିତ ।ନ୍ୟ ସମସ୍ତ ଅନୁମତି ପ୍ରାପ୍ତ ଦୋକାନ ବ୍ୟବସାୟ କରିବା ନିର୍ଦେଶକୁ ସମସ୍ତେ ମାନିବାକୁ ସେ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ