ରମ୍ଭା ସହରରେ ଜିଓ ମାର୍ଟ     

ରମ୍ଭା, (ମିଥୁନ ବାରିକ):ରମ୍ଭା ସହରରେ ପ୍ରଥମ ଥର ପାଇଁ ସୁବୁଦ୍ଧି କମ୍ୟୁନିକେସନ ତରଫରୁ ଜିଓ ମାର୍ଟ ଉନ୍ମୋଚନ ହୋଇଯାଇଛି l ରମ୍ଭା ଏବଂ ଏହାର ଆଖ ପାଖ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି l ପ୍ରପାଇଟର ଟି. ଦ୍ୱାରିକାନାଥ ସୁବୁଦ୍ଧିଙ୍କ ତତ୍ୱାବଧାନରେ ରୀତିନୀତି ଅନୁସାରେ ପୂଜାର୍ଚନା ହୋଇ ରିବନ କାଟିବା ସହ କେକ କଟାଯାଇ ନୂତନ ଜିଓ ମାର୍ଟ ଦୋକାନ ଗୃହର ଉନ୍ମୋଚନ କରାଯାଇଥିଲା l ପୂଜାରେ ସପରିବାର ଏବଂ ବନ୍ଧୁବାନ୍ଧବସହ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଜିଓ ମାର୍ଟ ଅଫିସର ଗଞ୍ଜାମ ଜିଲ୍ଲାର ମୁଖ୍ୟ ପରିଚାଳକ ଅସିତ ତ୍ରିପାଠୀ,  ମାର୍କେଟିଙ୍ଗ ଅଫିସର ରୋହିତ କୁମାର ସ୍ୱାଇଁ ଏବଂ ଅଭୟ ଗିରି ସେଲସ ହେଡ୍ଡ ଉପସ୍ଥିତ ରହି ଦ୍ୱାରିକାନାଥ ସୁବୁଦ୍ଧିଙ୍କୁ ଉପହାର ଦେଇ ସ୍ୱାଗତ କରିଥିଲେ l ଦୀପାବଳୀ ଅବସରରେ ଏହି ଜିଓ ମାର୍ଟ ରେ ଗ୍ରାହକ ମାନଙ୍କୁ ସମସ୍ତ ପ୍ରକାର ର ଇଲୋକ୍ଟ୍ରୋନିସ୍କ ଉପକରଣ ଓ ଟିଭି, ଫ୍ରିଜ, ଗ୍ରାଇଣ୍ଡର,ଏଲ. ଇ . ଡ଼ି. ଟିଭି, ମୋବାଇଲ ସୁଲଭ ଦରରେ ଏବଂ ଠିକ ସମୟରେ ଭଲ ସେବଯୋଗାଇବ ବୋଲି ମତ ଦେଇଥିଲେ l ତତ ସଙ୍ଗେ ସଙ୍ଗେ ଏହି ମାସରେ ୮ ଗୋଟି ଏଲ. ଇ.ଡ଼ି. ଟିଭି ଗ୍ରାହକ ମାନଙ୍କୁ କିଣା ବିକାରେ ଲଟେରୀ ଉଠାଣର କୂପନ ଉପଲବ୍ଧ ଅଛି l ପ୍ରତେକ ମୋବାଇଲରେ ଶତକଡା ଦଶ ପ୍ରତିଶତ ରିହାତି ଅଛି ବୋଲି କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ