ରାଷ୍ଟ୍ରପତି ଙ୍କ ବଡ ବୟାନ !

ରାଜସ୍ଥାନ- ଦେଶରେ ଦିନକୁ ଦିନ ବଢିଚାଲିଛି ମହିଳାଙ୍କ ଉପରେ ଅତ୍ୟାଚାର ଆଉ ଦୁଷ୍ମର୍ମ । ଏହି ସମ୍ବେଦନଶୀଳ ବିଷୟରେ ଶୁକ୍ରବାର ରାଷ୍ଟ୍ରପତି  ରାମନାଧ କୋବିନ୍ଦ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଶିଶୁ ଦୁଷ୍ମର୍ମକାରୀ ମାନଙ୍କୁ ରାଜକ୍ଷମା ଦେବା ଅନୁଚିତ୍ । ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି  ଶିଶୁ ମାନଙ୍କ ପାଇଁ ଥିବା ପୋକ୍ସୋ ଆଇନରେ ଯେଉଁ ଦଣ୍ଡବିଧାନ କରାଯାଇଛି ତାହା କଡାକଡି ଭାବେ ପାଳନ କରାଯିବା କରାଯିବା ଦରକାର ।  ଏବଂ ସଂସଦ ଏହି ଆଇନ ଉପରେ ସମୀକ୍ଷା କରିବା ଉଚିତ୍ ବୋଲି ରାଜସ୍ଥାନରେ ଆୟୋଜିତ କାର‌୍ୟ୍ୟକ୍ରମରେ ଯୋଗ ସେ ଏହା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ