ବିରଳ ବ୍ରହ୍ମ କମଳ ଫୁଲ ଦେଖିବାକୁ ପୁଷ୍ପ ପ୍ରେମୀଙ୍କ ଗହଳି

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭ଼ଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଘାଟି ଗ୍ରାମରେ ବିଶିଷ୍ଟ ଲେଖକ ଜଗନ୍ନାଥ ବଳଙ୍କ ବଗିଚାରେ ଶୁକ୍ରବାର ଦିନ ଏକ ବିରଳ ଦୁର୍ଲଭ ବ୍ରହ୍ମ କମଳ ପୁଷ୍ପ ଫୁଟିଥିଲା ।ଖବର ଚାରିଆଡେ ପ୍ରଚାର ହେବାପରେ ଆଖପାଖ ଅଂଚଳରୁ ବହୁ ପୁଷ୍ପପ୍ରେମୀ ଦେଖିବା ପାଇଁ ଛୁଟି ଆସିଥିଲେ ।ବିରଳ ବ୍ରହ୍ମ କମଳ ଫୁଲ ଦେଖି ଖୁସି ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ