ରାଧା କୃଷ୍ଣ ମନ୍ଦିରରେ ଆଧାତ୍ମିକ କାର୍ଯ୍ୟକ୍ରମ

ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ମଙ୍ଗଳବାର ଗୋସାଣୀ ନୁଆ ଗାଁ ରାଧାକୃଣ୍ଣ ମନ୍ଦିରରେ ଦିବ୍ୟଜୀବନ ସଂଘ ଓ ମନ୍ଦିରର ଭକ୍ତ ମାନଙ୍କ ଦ୍ୱାରା ମହାମନ୍ତ୍ର, ଭଜନ କୀର୍ତ୍ତନ ଗାନ କରାଯାଇଥିଲା । ପରେ ଟାକୁରଙ୍କ ପହିଲି ଭୋଗ ଲଗାଯାଇ ୧୦୮ ଆଳତର୍ପରେ ନଗର ପରିକ୍ରମା କରାଯାଇଥିଲା । ଏହା କାର୍ଯ୍ୟକ୍ରମରେ ତ୍ରିବଣ୍ଡି ସ୍ୱାମୀ ବିଣ୍ଣୁ ମହାରାଜ,ବାବାଜି ସୋମନାଥ ଦାସ, ସହଦେବ ପାତ୍ର,ପ୍ରଦିପ ସାହୁ,କେଦାର ଚୌଦୁରୀ ଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ