ରାଫେଲ କୁ ନେଇ ପୁଣିି ବିବାଦ

ଦେଶରେ ଚାଲିଛି ସାଧାରଣ ନିର୍ବାଚନ ପ୍ରତ୍ୟେକ ଦଳ ଅନ୍ୟ ଦଳ କୁ ଆକ୍ଷେପ ଓ ପ୍ରତ୍ୟାକ୍ଷେପ କରୁଛନ୍ତି । କିଛି ଦିନ ର ଥଣ୍ଡା ପରେ ଦେଶ ର ରାଜନୀତି କୁ ସରଗରମ କରିଛି ରାଫେଲ ଡିଲ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ଡିଲ ଉପସ୍ଥାପନା କରି ଜନ ସମର୍ଥନ ପାଇବା ବଦଳରେ ଏବେ ସେ ଫେଲ ମାରିଛନ୍ତି ଏଥି ପାଇଁ ତାଙ୍କୁ କ୍ଷମା ମାଗିବାକୁ ପଡିଛି । ସୁପ୍ରିମକୋର୍ଟ ଙ୍କ ନିକଟ ରେ ଏ ନେଇ ନିଃସ୍ୱାର୍ଥ କ୍ଷମା ପ୍ରାର୍ଥନା କରିଛନ୍ତି ରାହୁଲ । ଆସନ୍ତା ଶୁକ୍ରବାର ଦିନ ଏ ମାମଲା ର ଶୁଣାଣି ହେବାକୁ ଥିବା ବେଳେ ତା ପୂର୍ବ ରୁ ତିନି ପୃଷ୍ଠା । ସମ୍ବଳିତ ସତ୍ୟ ପାଠ ଦାଖଲ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ରେ ରାହୁଲ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କୁ କଟାକ୍ଷା କରି କହିଥିଲେ ଯେ ଚୌକିଦାର ଚୋର ହେଁ ରାଫେଲ ଡିଲ ଉପରେ ଆସିଥିବା ରାୟ ଚୈାକିଦାର କୁ ଚୋର ବୋଲି ପ୍ରମାଣିତ କରିଛି ବୋଲି ରାହୁଲ କହିଥିଲେ ।


