ରାଷ୍ଟ୍ରୀୟ ପୋଷଣ ମାସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ବ୍ଲକ ପ୍ରକଳ୍ପ ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି. ସମ୍ୱନୀତ ଶିଶୁ ଵିକାଶ ଅଧିକାରିଣୀ ମଧୁସ୍ମିତା ଙ୍କ ଅଧ୍ୟଖ୍ୟତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରୋଗ୍ରାମ ଅଫିସର ଗିରିବାଳା ମହନ୍ତ ଯୋଗ ଦେଇ ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ସହ ପରିଷ୍କାର ପରିଛନତା ଉପରେ ଗୁରୁତ୍ୱ ଦେବା ସହ ମାଟି,ପାଣି ଓ ପରିବେଶ ର ସୁରକ୍ଷା ପାଇଁ ଅନୁରୋଧ କରିଥିଲେ. ସମ୍ପର୍କରେ ଆଲୋଚନା କରିଥିଲେ.ଏହି ଅବସରରେ ଆୟୋଜିତ ଵିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା.ଅଙ୍ଗନବାଡି କର୍ମୀ ମାନଙ୍କଦ୍ୱାରା ପ୍ରସ୍ତୁତ ସୁଷମ ଖାଦ୍ୟର ଏକ ପ୍ରଦର୍ଶନି ଅନୁଷ୍ଠିତ ହୋଇଥିଲା.ଏହି କାର୍ଯ୍ୟକ୍ରମକୁ ସମସ୍ତ ସୁପରଭାଇଜର ପରିଚାଳନା କରିଥିବା ବେଳେ ପ୍ରତିଭା ପାଲ ଧନ୍ଯବାଦ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ