ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, କଟକ ଜିଲ୍ଲା ସେବାକାର୍ଯ୍ୟ
କଟକ (ଓ୍ବାଇଏନ୍ଏସ୍) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ନୂଆବଜାର ଅଂଚଳର ତିନିଘରିଆ , କଲେଜଛକ, ଓ ଏମ୍ ପି, ଜୋବ୍ରା ଅଂଚଳର ୨୦୦ପରିବାରକୁ ପ୍ରତ୍ୟେହ ୧୦ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଦିଆ ଯାଇଛି ବୋଲି ଭିଏସ୍କେ ତରଫରୁ ପ୍ରକାଶ । ସାର୍ତୋଳ ଅଂଚଳରେ ୧୦୦ ରାସନ ପ୍ୟାକେଟ ଏବଂ ଶିଶୁ ଖାଦ୍ୟ ଦିଆ ଯାଇଛି । କଲ୍ୟାଣ ନଗରରେ ବିସ୍କୁଟ ପାଇଁରୁଟି । ଶିଖରପୁର , ରାଣୀହାଟ, ମଙ୍ଗଳାବାଗ ଅଂଚଳରେ ୩୨ ପରିବାରକୁ ରସାନ ସାମଗ୍ର ଏବଂ କିଛି ପରିବାରକୁ ୫୦୦ଲେଖାଏଁ ଟଙ୍କା । ବାଇମୁଣ୍ଡି ଅଂଚଳରେ ପାଂଚଟା ବସ୍ତି ତାରଣୀଗଡ଼ା ବସ୍ତା, ଷଣ୍ଢଶ୍ରମ ନଦୀପଠା ବସ୍ତି, ମୁଣ୍ଡାସାହି ବସ୍ତି, ଧବଳେଶ୍ୱର ଆଶ୍ରମଗଡ଼ଳ ବସ୍ତି , ହଇରାଣପୁର ବସ୍ତି,୨୫ ପରିବାରକୁ ୫୦୦ ଟଙ୍କାର ରାସନ । ପୋଲିସ୍ ଭାଇମାନଙ୍କୁ ଥଣ୍ଡ ପାନୀୟ ଏବଂ ସାନିଟାଇଜର । ଗୋପାଳଜୀୟୁ ଉପନଗର ଖାନନଗର, ଲିଙ୍କରୋଡ଼ ,କୁସମୁପୁର ନାୟାକ ସାହି, ପୁରୀଘାଟ ବସ୍ତି ସାହାନ୍ତସାହି ଭଗତପୁର ଝାଞ୍ଜିର ମଙ୍ଗଳା, ୨୫ ରାସନ ପ୍ୟାକେଟ ଏବଂ ମାକ୍ସ ୫୦ । କାଠଯୋଡ଼ି ଉପନଗର କାଜୀବଜାର, ତିନିକୋଣିଆ ବଗିଚା, ବକ୍ସିବଜାର ରନ୍ଧା ଖାଦ୍ୟ । ଗାଈ ବୁଲା କୁକୁର ଏବଂ ପରିବା ଦାନା ଦେବା ଜନଜାଗରଣ, ଏବଂ ବ୍ୟଗତ ଭାବରେ ଅନେକ ପରିବାକୁ ଚିହ୍ନଟ କରି ରନ୍ଧା ଖାଦ୍ୟ ଯୋଗାଇବା, ଏଥିରେ ୧୦୦ରୁ ଉର୍ଦ୍ଧ ସ୍ୱୟଂସେବକ ସହିତ ସାଧାରଣ ନାଗରିକ ମିଶି ଏହି ସେବା କାର୍ଯ୍ୟ କରିଥିଲେ ଏବଂ ବିଭିନ୍ନ ଅଂଚଳରେ ମାକ୍ସ୧୦୦୦ ବାଂଟିଥିଲେ ଆଗକୁ ଏହି ସେବା କାର୍ଯ୍ୟ ଚାଲିବ । ବଡ଼ମ୍ବା, ଆଠଗଡ଼ରେ ଗୋପୀନାଥପୁର ଅଂଚଳରେ ମାକ୍ସ ବଂଟନ ସିଠାଳ, ଶାସନପଦା, ଦୀଘି , ଅମରପଦା ଅଂଚଳକୁ ସାନିଟାଇଜ୍ କରିବା ଆଦି କାର୍ଯ୍ୟ ହୋଇଥିଲା ।