ରିଲିଜ ହେଲା ନେଟଫ୍ଲିକ୍ସର ବହୁ ପ୍ରତିକ୍ଷିତ ୱେବସିରିଜ ସେକ୍ରେଡ ଗେମ୍ସ ୨ ଟ୍ରେଲର

(ଯୁଗାବ୍ଦ ନ୍ୟୁଜ) ଆସନ୍ତା ଅଗଷ୍ଟ ୧୫ ରେ ରିଲଜ ହେବାକୁ ଯାଉଛି ନେଟଫ୍ଲିକ୍ସର ବହୁ ପ୍ରତିକ୍ଷିତ ୱେବସିରିଜ ସେକ୍ରେଡ ଗେମ୍ସ ୨ । ଏହି ଫିଲ୍ମ ର ଟ୍ରେଲର ରିଲିଜ ହୋଇସାରିଛି । ଏହି ଏପିସୋଡ଼ରେ ମୁଖ୍ୟ ଭୂମିକାରେ ସୈଫ ଅଲ୍ଲୀ ଖାନଙ୍କ ସହ ନବାଜୁଦ୍ଦିନ ସିଦିକିଙ୍କୁ ଦେଖିବାକୁ ମିଳିଛି ଜ୍ଝ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ ନବାଜୁଦ୍ଦିନ ସିଦିକିଙ୍କୁ । ଏହି ନୂଆ ଏପିସୋଡରେ ପଙ୍କଜ ତ୍ରିପାଠୀ ଯାହାଙ୍କୁ ଗୁରୁଜୀ ଭୂମିକାରେ ଦେଖିବାକୁ ମିଳିଥିଲା, ଏଥର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ଜ୍ଝ ପୂର୍ବରୁ ଏହି ସେକ୍ରେଡ ଗେମ୍ସ ୨ ଜୁନ ମାସରେ ରିଲିଜ ହେବାର ଥିଲା ଜ୍ଝ କିନ୍ତୁ କିଛି କାରଣକୁ ନେଇ ଏହାର ରିଲିଜ ତାରିଖ ଅଗଷ୍ଟ ୧୫ କୁ ଘୁଞ୍ଚାଇ ଦିଆଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ