ଇଟାଲୀ ର ଲୋକପ୍ରିୟ ମାଗାଜିନ ରେ ଦୂତୀ

(ଯୁଗାବ୍ଦ ନ୍ୟୁଜ) ଓଡିଶା ଆଥଲେଟିକୁ ନୂଆ ଦିଶା ଦେଇଥିବା ସ୍ପିନଟର କୁଇନ ଦୂତୀ ଚାନ୍ଦ ଇଟାଲୀ ର ନାପୋଲିରେ ଚାଲିଥିବା ୩୦ ତମ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଭାଗ ନେଇଛନ୍ତି । ଗତକାଲି ୧୦୦ ମିଟର ଦୈାଡରେ ଦୂତୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ବିଶ୍ୱସ୍ତରୀୟ ଏହି କ୍ରୀଡାରେ ଚଳିତ ସସ୍କରଣ ରେ ଭାରତ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ପରିପ୍ରେକ୍ଷୀରେ ‘କସ୍ମୋପଲିଟାନ୍’ ଏହି ମହାନ ଧାବିକାଙ୍କୁ ନିଜ କଭର ପୃଷ୍ଠାରେ ସ୍ଥାନିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ