ରେଳ ଧାରଣାରୁ ୩ ମୃତଦେହ ଉଦ୍ଧାର

ଜୟପୁର,(ୱାଇଏନ୍ଏସ୍): ରେଳ ଧାରଣାରୁ ମିଳିଛି ତିନୋଟି ମୃତ ଦେହ ଏହି ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ସିଙ୍ଗାରମ ରେଲ ଲାଇନ କଡରେ ୩ ମୃତ ଦେହ ପଡିରହିଛି | ମିଳିଥିବା ସୂଚନାନୁସାରେ ୩ ମୃତ ଦେହ ହେଉଛି ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ପୁଡାପାଡୁ ଗାଁର କଦଣ୍ଡ ସାହୁ (୪୦) ତାଙ୍କ ଝିଅ ଶ୍ରୀୟା ସାହୁ (୧୨) ତାଙ୍କର ୮ ବର୍ଷର ପୁଅ ସିଧୁ ସାହୁ | କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଅସ୍ୱଷ୍ଟ ଏମାନେ ଆତ୍ମହତ୍ୟା କରିଛନ୍ତି ନା ଟ୍ରେନରୁ ଖସି ପଡିଛନ୍ତି | ଘଟଣା ସ୍ଥଳରେ ରେଳବାଇ ପୋଲିସ ଓ ଲକ୍ଷ୍ମୀପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ