ରୋମାଞ୍ଚକର ମ୍ୟାଚ ଜିତିଲା ଏମଆଇ

୨୦୧୯ ଆଇପିଏଲ ର ତାଜ ପିନ୍ଧିଛି ମୁମ୍ବାଇ ଇଣ୍ଡିଆନସ । ଶେଷ ଓଭର ରେ ସିଂହଳି ବୋଲର ଲାସିତ ମଲିଙ୍ଗା ଙ୍କ ଚମକ୍ରାର ବୋଲିଂ କରି ମ୍ୟାଚ ଛଡାଇ ନେଇଛି ଚେନ୍ନାଇ ସୁପର କିଙ୍ଗ ଠାରୁ । ଚତୁର୍ଥ ଥର ପାଇଁ ପ୍ରଥମ ଦଳ ଭବେ ଆଇପିଏଲ ର ଚମ୍ପିୟାନ ହୋଇଛି । ମୁମ୍ବାଇ ସିଏସକେ କୁ ଶେଷ ଓଭର ଓ ଶେଷ ବଲ ରେ ଏକ ରନ ରେ ମାତ ଦେଇଛି । ହାଇଦ୍ରାବାଦ ରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୫୦ ରନ ର ବିଜୟ ଲକ୍ଷ ଦେଇଥିଲା ଚେନ୍ନାଇ କୁ । ଲକ୍ଷ୍ୟ ପିଛା କରି ଚେନ୍ନାଇ ଆରମ୍ଭ ରୁ ଭଲ ପ୍ରଦର୍ଶନ କରିଥିଲଲ । ଶେଷ ଓଭରରେ ଦରକାର ଥିଲା ୯ ରନ କୁ ଆଉ ଜ୍ରିଜ ରେ ଥିଲେ ବିସ୍ପୋରକ ବ୍ୟାଟସ ମ୍ୟାନ ସେନ ୱାଟସନ ସେ ୮୦ ରନ କରିଲ ଅପରାଜିତ ଥିଲେ । ସେ ଆଉଟ ହୋଇଯିବା ପରେ ଶେଷ ବଲ ରେ ଦରକାର ଥିଲା ୨ ରନ ମଲିଙ୍ଗା ଙ୍କ ୟକର ବୋଲିଂ କୁ ଖେଳି ନପାରି ସାଦୃଲ ଠାକୁର ଏଲବି ଡବ୍ଲ୍ୟୁ ହୋଇଥିଲେ । ଆଉ ମ୍ୟାଚ କୁ ଜିତି ନେଇଥିଲା ଏମ ଆଇ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ