ଲତିକା ଙ୍କୁ ମିଳିଲା ବିଜୟୀ ପ୍ରମାଣ ପତ୍ର

କବିସୂର‌୍ୟ୍ୟନଗର ବିଧାନସଭା : ଛତ୍ରପୁର: କବିସୂର‌୍ୟ୍ୟନଗର ବିଧାନସଭା ବିଜୟୀ ବିଜେଡ଼ି ର ଲାତିକା ପ୍ରଧାନ ଶୁକ୍ରବାର ଛତ୍ରପୁର ଠାରେ ରିଟର୍ଣ୍ଣିଙ୍ଗ ଅଫିସର ତଥା ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜ଼ିଲ୍ଲାପାଳ (ସାଧାରଣ ) କବିନ୍ଦ୍ର କୁମାର ସାହୁଙ୍କ ଠାରୁ ବିଜୟୀ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ