ଲାଲଚୈ।କ ରେ ପତକା ଉଡାଇବେ ଅମିତ
(ଯୁଗାବ୍ଦ ନ୍ୟୁଜ) ଜାମ୍ମୁ ଓ କାଶ୍ମୀର ରୁ ଧାରା ୩୭୦ ଉଠିଲା ପରେ ପୁଣି ଆଉ ଏକ ଐତିହାସିକ ପଦକ୍ଷେପ ନେବାକୁଯାଉଛନ୍ତି କେନ୍ଦ୍ରସରକାର । ଲାଲଚୈ।କ ରେ ତ୍ରିରଙ୍ଗା ଉଡାଇବାକ କୁ ନିଷ୍ପତ୍ତି ନେଇଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଆସନ୍ତା ଅଗଷ୍ଟ ୧୫ ରେ ଗୃହମନ୍ତ୍ରୀ ଅମିତ ଶାହା ଜାମ୍ମୁକାଶ୍ମୀରର ଲାଲଚୈ।କ ରେ ପତକା ଉତ୍ତୋଳନ କରିବେ ବୋଲି ସୂଚନା ମିଳିଛି । ଏଥି ପାଇଁ ଜାମ୍ମୁରେ ରହି ସୁରକ୍ଷା ସ୍ଥିତି ଉପରେ ସମୀକ୍ଷା କରୁଛନ୍ତି ଅଜିତ ଡୋଭାଲ । କାଶ୍ମୀରରେ ତ୍ରିରଙ୍ଗା ଉଡାଇ ଶାହା ଇତିହାସ ରଚିବେ ବୋଲି ଜଣାପଡିଛି , କାରଣ ଏହା ପୂର୍ବରୁ କୈଣସି ଗୃହମନ୍ତ୍ରୀ ଅଗଷ୍ଟ ୧୫ ରେ ପତକା ଉତ୍ତୋଳନ କରିନାହାଁନ୍ତି । ଶାହା ପତକା ଉତ୍ତୋଳନ କରିବା ସମୟରେ ତାଙ୍କ ସହ ଉପସ୍ଥିତ ରହିବେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ।