ଲୁଟେରା ଗ୍ୟାଙ୍ଗ ର ୪ ସଦସ୍ୟ ଗିରଫ
ଯୁଗାବ୍ଦ ନ୍ୟୁଜ- ନୟାଗଡ଼ ମୁକ୍ତାପୁର ନିକଟରେ ଲୁଟ ପାଇଁ ଯୋଜନା କରୁଥିବା ,ବେଳେ ଟାଉନ ଥାନା ପୋଲିସ ଏ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି , ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ଼ ଜିଲ୍ଲା ର ତୁଳସୀପୁର ଗାଁର ସରୋଜ କୁମାର ନାୟକ ,ଶଗଡ଼ିଆସାହିର ଜିତୁନ ବାରିକ ତାପସ ଦାଶ ଓ ଦଶପଲ୍ଲା ଭୋଗବାଡ଼ି ଗାଁର ପଞ୍ଚୁ ବେହେରା, ପୂର୍ବରୁ ଏ ମାନ ଙ୍କ ନାଁ ରେ ଜିଲ୍ଳାର ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ,ସେମାନଙ୍କ ଠାରୁ ପୋଲିସ ଲୁଟ ହୋଇଥିବା ସୁନା ଅଳଙ୍କାର ଜବତ କରିଛି ।