ଗାଡିରୁ ପଡି ମହିଳା ମୃତ

(ଯୁଗାବ୍ଦ ନ୍ୟୁଜ) ମଙ୍ଗଳବାର ଭୋର ସମୟରେ ବୋ÷ଦ୍ଧଚାରି ଛକରେ ଏକ ଦଃଖଦ ଘଟଣା ଘଟିଯାଇଛି । ହରିଗଡ ରୁସ କୁଟୁରାସିଂ ରାସ୍ତା ଦେଇ ଯାଉଥିବା ସମୟରେ ବଦାଙ୍ଗି ଜମିଗଣିଆ ଠାରେ ବାଇକ ରୁ ଖସି ପଡି ଗୁରୁତର ଆହାତ ହୋଇଥିଲେ ସୁମତି । ତାଙ୍କୁ ତାଙ୍କ ସ୍ୱାମୀ ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଭଞ୍ଜନଗର ଚିକିତ୍ସାଳୟ କୁ ଆଣିଥିଲେ ଡାକ୍ତର ତାଙ୍କର ଚିକିତ୍ସା କରିବାପରେ ସୁମତି ଙ୍କୁ ମୃତ ଘୋଷଣା କରିଥିଲେ । ସୂôଚନା ଥାଉ କି ଉକ୍ତ ମହିଳା ଗଞ୍ଜାମ ଜିଲ୍ଲାର ତାରାସିଂ ଥାନା ଅନ୍ତର୍ଗତ ହରିଗଡ ଗ୍ରାମର ୪୫ ବର୍ଷ ର ସୁମତି ନାଗ ନିଜର ସ୍ୱାମୀ ଅଶୋକ କୁମାର ନାଗ ଙ୍କ ସହିତ ଏକ ମୋଟର ବାଇକ ରେ ଯାଉଥିବା ସମୟରେ ଏଭଳି ଘଟଣା ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ